News World Odisha
Current News Updates

ପୁରୀରେ ଏନକାଉଣ୍ଟର, ଅପରାଧୀ ଜିତୁ ଗୁରୁତର

0 2,266

Get real time updates directly on you device, subscribe now.

ପୁରୀ: ଶନିବାର ଭୋର ୫ଟାରେ ପୁରୀ ପୁଲିସର ଏନକାଉଣ୍ଟର । ଏନକାଉଣ୍ଟରରେ ଅପରାଧୀ ଜିତେନ୍ଦ୍ର ସାହୁ(ଜିତୁ) ଗୁରୁତର ଆହତ ହୋଇଛି । ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ପିପିଲି ବାରିମୂଳ ଗାଁ ନିକଟରେ ପୁଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି ।

ସୂଚନା ଥାଉକି, କିଛି ଦିନ ତଳେ ଘଟିଥିବା ଅପରାଧୀ ପାରାହତ୍ୟାକାଣ୍ଡର ଅଭିଯୁକ୍ତ ଡେଙ୍ଗା ମୁନାର ସହଯୋଗୀ ଥିଲା ଜିତୁ । ତେବେ ଜିତୁ ନାଁରେ କୁମ୍ଭାରପଡ଼ା ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments
Loading...