News World Odisha
Current News Updates

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ

0 125

Get real time updates directly on you device, subscribe now.

ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଆରମ୍ଭ ହୋଇଛି । ଏକାମ୍ର କାନନରେ ଆରମ୍ଭ ହୋଇଛି ପୁଷ୍ପ ପ୍ରଦର୍ଶନୀ । ଦୁଇଦିନିଆ ଏହି ପୁଷ୍ପ ପ୍ରଦର୍ଶନୀକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଉଦ୍‌ଘାଟନ କରିଛନ୍ତି ।


ପ୍ରଦର୍ଶନୀରେ ୫ଶହ କିସମର ଫୁଲ ସ୍ଥାନ ପାଇଛି । ଏତେପ୍ରକାର ଫୁଲ ଏକାସାଙ୍ଗରେ ଦେଖିବାକୁ ଲୋକମାନେ ଉତ୍ସାହିତ ଅଛନ୍ତି। ଆଜି ସନ୍ଧ୍ୟା ୭ଟା ଯାଏଁ ସାଧାରଣ ଲୋକଙ୍କ ପାଇଁ ଏହି ଫୁଲପ୍ରଦର୍ଶନୀ ଖୋଲାରହିବାକୁ ଥିବା ବେଳେ ଆସନ୍ତାକାଲି ସକାଳ ୮ରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ।

Get real time updates directly on you device, subscribe now.

Comments
Loading...