News World Odisha
Current News Updates

ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ୧୫୬ତମ ଜୟନ୍ତୀ

0 234

ଆଜି ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ୧୫୬ତମ ଜୟନ୍ତୀ। ଏହି ଅବସରରେ ସାରା ଭାରତରେ ଜାତୀୟ ଯୁବ ଦିବସ ପାଳିତ ହେଉଛି । ଏହି ଅବସରରେ କଳିଙ୍ଗ ଷ୍ଟାଡିଅମରୁ ଏକ ରାଲି ବାହାରିଥିଲା। ସଶକ୍ତ ଓଡ଼ିଶା ଓ ସଶକ୍ତ ଭାରତ ଗଢ଼ିବା ବାର୍ତ୍ତା ନେଇ ଏପରି ଏକ ଶୋଭାଯାତ୍ରା ରାଜଭବନରୁ ବାହାରି ପୁଣି ଫେରିଥିଲା ଶୋଭାଯାତ୍ରା ।

କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏହି ରାଲିରେ ଭୁବନେଶ୍ୱର ସ୍ପୋର୍ଟ୍ସ ହଷ୍ଟେଲର ଛାତ୍ରଛାତ୍ରୀ ଓ ରାଜଧାନୀର ଅନେକ ଯୁବପିଢ଼ୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ରହିଛି, ଯୁବକଙ୍କୁ ନେଇ ଦେଶ ଗଠନ କରିବା ।

Get real time updates directly on you device, subscribe now.

Comments
Loading...