News World Odisha
Current News Updates

କୁମ୍ଭୀରର ଅନ୍ତିମ ସଂସ୍କାର କଲେ ଗ୍ରାମବାସୀ

0 144

Get real time updates directly on you device, subscribe now.

ଛତିଶଗଡ଼: କୁମ୍ଭୀର ମୃତ୍ୟୁରେ କାନ୍ଦିଲେ ଲୋକେ, କଲେ ଅନ୍ତିମ ସଂସ୍କାର । ହଁ ଆଜ୍ଞା, ଆପଣ ଠିକ୍ ପଢୁଛନ୍ତି ଗୋଟିଏ କୁମ୍ଭୀରର ମୃତ୍ୟୁ ପରେ ଲୋକମାନେ କାନ୍ଦିବା ସହ ତାର ଶେଶକୃତ୍ୟ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବେମେତାରା ଜିଲ୍ଲାର ବାବା ମୋହତରା ଗାଁରେ ।

ଖବର ଅନୁଯାୟୀ, କୌଣସି କାରଣରୁ ପାଖାପାଖି ୧୩୦ ବର୍ଷର କୁମ୍ଭୀର(ଗଙ୍ଗାରାମ)ର ମୃତ୍ୟୁ ଘଟିଥିଲା । ତେବେ ଗଙ୍ଗାରାମର ମୃତ୍ୟୁ ହୋଇଥିବା ଜାଣି ଗ୍ରାମବାସୀ କାନ୍ଦିଥିଲେ । ପରେ ଗାଁର ଲୋକମାନେ ତାକୁ ଆଣି ତାର ଶେଷକୃତ୍ୟ କରିଥିଲେ ।

Get real time updates directly on you device, subscribe now.

Comments
Loading...