News World Odisha
Current News Updates

ନନ୍ଦିପୁରରେ ଅଗ୍ନିକାଣ୍ଡ : ୪ ବଖରା ସହ ପୋଡ଼ିଗଲା ଧାନ ଚାଉଳ

0 27

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦୋବଲ ନନ୍ଦିପୁରରେ  ଅଗ୍ନିକାଣ୍ଡ । ନିଆଁ ଲାଗି ୩ଜଣଙ୍କ ଘର ପୋଡ଼ି ଭସ୍ମୀଭୂତ ହୋଇଛି । ଗାଁର ରବୀନ୍ଦ୍ର ସାହୁ, ଦେବେନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁଙ୍କ ୪ ବଖରା ସହ ବହୁ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଘରେ ଗଚ୍ଛିତ ଧାନ ଚାଉଳ ପୋଡ଼ି ନଷ୍ଟ ହୋଇଥିବାବେଳେ ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇବାକୁ ଦାବି ହୋଇଛି । ଧାମନଗର ଅଗ୍ନିଶମ ବିଭାଗ ପହଞ୍ଚିଥିବାବେଳେ ସବୁ ପୋଡି ଛାରଖାର ହୋଇଯାଇଛି ।

Get real time updates directly on you device, subscribe now.

Comments
Loading...