News World Odisha
Current News Updates

କଟକରେ ପୁଣି ଜଣ୍ଡିସ ଆତଙ୍କ

0 138

Get real time updates directly on you device, subscribe now.

କଟକରେ ପୁଣି ଜଣ୍ଡିସ ଆତଙ୍କ । ସହରର ଶିଖରପୁର ତଳସାହିର ପ୍ରାୟ ୧୨ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଦେଖାଯାଇଛି । ୪-୬ଟି ପରିବାର ପ୍ରଭାବିତ ହୋଇଥିବାବେଳେ ଦୂଷିତ ଜଳ ପିଇ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି । ଡ୍ରେନେଜ୍‌ କାମ ଚାଲିଥିବାବେଳେ ପାଇପ୍‌ ଲାଇନ ଫାଟିଯାଇଥିବାରୁ ପାଣି ଦୂଷିତ ହୋଇଥିବା ଅଭିଯୋଗ ହେଉଛି । କଟକ ସହରବାସୀ ବାରମ୍ବାର ଜଣ୍ଡିସରେ ଆକ୍ରାନ୍ତ ହେଉଥିବାବେଳେ ଏ ନେଇ କଡ଼ା ପଦକ୍ଷେପ ନେବାକୁ ଦାବି ହେଉଛି ।

Get real time updates directly on you device, subscribe now.

Comments
Loading...