News World Odisha
Current News Updates

ପଥୋତ୍ସବ ପାଇଁ ଲୋକାରଣ୍ୟ ସ୍ମାର୍ଟ ସିଟି ଭୁବନେଶ୍ୱର

0 51

ପଥୋତ୍ସବ ପାଇଁ ଲୋକାରଣ୍ୟ ସ୍ମାର୍ଟ ସିଟି ଭୁବନେଶ୍ୱର । ଶୀତୁଆ ସକାଳର ମଜା ନେଉଛନ୍ତି ରାଜଧାନୀବାସୀ । ପ୍ରତି ରବିବାର ଜନପଥରେ ଲୋକଙ୍କୁ ମନୋରଂଜନ କରାଉଛି ପଥୋତ୍ସବ । ଏ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଉଛି । ସେହିପରି ସ୍କେଟିଂଠୁ ଆରମ୍ଭ କରି ସାଇକେଲିଂର ମଜାନେଉଛନ୍ତି ଯୁବପୀଢି । ଯୁବପୀଢି ମାନେ ଏହାର ମଜା ଉଠାଉ ଥିବା ବେଳେ ନାଚଗୀତର ବି ଜମୁଛି ଆସର।

Get real time updates directly on you device, subscribe now.

Comments
Loading...