News World Odisha
Current News Updates

ପାଦ ଆଙ୍ଗୁଠିରେ ଲଭ୍ ମ୍ୟାରେଜର ସଙ୍କେତ

0 317

Get real time updates directly on you device, subscribe now.

ବିବାହ ଆରେଞ୍ଜ୍‌ ନା ଲଭ୍‌ ହେବ ସେ ନେଇ ଯୁବବର୍ଗଙ୍କ ମଧ୍ୟରେ ପ୍ରାୟତଃ ଦେଖାଦେଇଥାଏ ଉତ୍ସୁକତା। ତେବେ ପାଦର ଆଙ୍ଗୁଠି ପ୍ରେମ ବିବାହ ସମ୍ପର୍କରେ ଦେଇଥାଏ ସୂଚନା। ଏନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ପାଦର ବୁଢ଼ା ଆଙ୍ଗୁଠି ଏବଂ ଏହାର ନିକଟବର୍ତ୍ତୀ ଆଙ୍ଗୁଠିର ଲମ୍ବ ସମାନ ହେଲେ ଏହା ଆରେଞ୍ଜ ବିବାହକୁ ସୂଚିତ କରିଥାଏ। ସେହିପରି ଯଦି ଏହି ଆଙ୍ଗୁଠି ବୁଢ଼ା ଆଙ୍ଗୁଠିଠାରୁ  କମ୍‌ ଲମ୍ବ ହୋଇଥାଏ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କର ବିବାହ ପରିବାର ସହମତିରେ ହୁଏ। ଅନ୍ୟ ପକ୍ଷରେ ଏହି ଆଙ୍ଗୁଠିର ଲମ୍ବ ବୁଢ଼ା ଆଙ୍ଗୁଠିଠାରୁ ଅଧିକ ହେଲେ ଏହା ପ୍ରେମ ବିବାହକୁ ସୂଚିତ କରିଥାଏ। ଏଭଳି ବ୍ୟକ୍ତିଙ୍କୁ ମନ ପସନ୍ଦର ଜୀବନ ସାଥୀ ମିଳିଥାନ୍ତି ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି।

Get real time updates directly on you device, subscribe now.

Comments
Loading...