News World Odisha
Current News Updates

ଫେବୃଆରୀ ୪ରୁ ବିଧାନସଭା ବଜେଟ ଅଧିବେଶନ

0 78

Get real time updates directly on you device, subscribe now.

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ ।  ୪ ରୁ ୧୨ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି  ।

ପରେ ୫ ଓ ୬ ତାରିଖ ଦୁଇ ଦିନ ରାଜ୍ୟପାଳଙ୍କ ଦ୍ୱାରା ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ । ସେହିପରି ୭ ତାରିଖରେ କାମଚଳା ବଜେଟ ବିଧାନସଭାରେ ଉପସ୍ଥାପନ କରାଯିବ । ତେବେ ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି ।

Get real time updates directly on you device, subscribe now.

Comments
Loading...