News World Odisha
Current News Updates

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହ

0 44

Get real time updates directly on you device, subscribe now.

ଭାଜପା ଅଧ୍ୟକ୍ଷ ଅମିତ ଶାହ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ସ୍ବାଇନ ଫ୍ଲୁରେ ଆକ୍ରାନ୍ତ ଥିବା ଶାହଙ୍କୁ ଗତ ପ୍ରାୟ ୪ ଦିନ ତଳେ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ଏମ୍ସ ନିଆଯାଇଥିଲା। ସେଠାରେ ସମସ୍ତ ପରୀକ୍ଷା ପରେ ଜଣାପଡିଥିଲା କି ସେ ସ୍ବାଇନ ଫ୍ଲୁରେ ପୀଡିତ। ଏବେ ସେ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି ଭାଜପା ନେତା ଅନିଲ ବାଲୁନି। ରବିବାର ବାଲୁନି ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments
Loading...