News World Odisha
Current News Updates

ଏହି ସବୁ ଦେଶ ଶାରୀରିକ ସମ୍ପର୍କ ରଖିବାରେ ସବୁଠାରୁ ଆଗରେ…

0 556

Get real time updates directly on you device, subscribe now.

ହିନ୍ଦୁ ଧର୍ମରେ ଶାରୀରିକ ସମ୍ପର୍କ ସ୍ଥାପନାକୁ ଦୁଇ ଆତ୍ମାର ମିଳନ ବୋଲି କୁହାଯାଇଥାଏ । ଏହା ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ତରରେ ସୁପ୍ରଭାବ ପକାଇଥାଏ। ସେଥିପାଇଁ କେତେକ ଦେଶରେ ସୁରକ୍ଷିତ ସମ୍ପର୍କ ଲାଗି ଶିକ୍ଷା ଦିଆଯାଇଥାଏ। ହେଲେ ଏ କ୍ଷେତ୍ରରେ ସବୁଠାରୁ ପଛରେ ଅଛି ଜାପାନ। ନିକଟରେ ଏକ ଅର୍ନ୍ତଜାତୀୟ ଗବେଷଣାରୁ ଏହା ଜଣାପଡିଛି। ହେଲେ ଏମିତି କିଛି ଦେଶ ଅଛି ଯେଉଁମାନେ ଏ କ୍ଷେତ୍ରରେ ବହୁ ଆଗରେ।

ମେକ୍ସିକୋ: ଏହି ଦେଶର ପ୍ରାୟ ୬୦ ପ୍ରତିଶତ ଲୋକ ଶାରୀରିକ ସମ୍ପର୍କକୁ ନେଇ ଖୁସି ଥାଆନ୍ତି। ତଣେୁ ଏ କ୍ଷେତ୍ରରେ ବିଶ୍ୱରେ ସବୁଠାରୁ ଆଗରେ ରହିଛି ଏହି ଦେଶ।

ସୁଇଜରଲାଣ୍ଡ: କିଛିବର୍ଷ ହେବ ସେକ୍ସୁଆଲି ଆକ୍ଟିଭ ଦେଶଭାବେ ସର୍ବୋଚ୍ଚ ସ୍ଥାନରେ ରହି ଆସୁଥିଲା ଏହି ଦେଶ। ଏମିତିକି ବେଶ୍ୟାବୃତ୍ତି ଓ ଶାରୀରିକ ସମ୍ପର୍କକୁ ନେଇ ଏମାନେ ଟେଲିଭିଜନ ଚ୍ୟାନେଲରେ ଖୋଲାଖୋଲି କଥା ହୋଇଥାଆନ୍ତି। ଏହାସହ ସର୍ବ ସମ୍ମୁଖରେ ମଧ୍ୟ ଏମାନେ ସମ୍ପର୍କ ରଖିବାରେ ଆଦୌ କୁଣ୍ଠା ପ୍ରକାଶ କରନ୍ତି ନାହିଁ।

ଅଷ୍ଟ୍ରେଲିଆ: ଏଠାକାର ଲୋକେ କାର୍‌ରେ ଶାରୀରିକ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି। ଏଠି ତିନି ଚତୁର୍ଥାଂଶ ଲୋକେ ସର୍ବସାଧାରଣ ସ୍ଥାନରେ ସମ୍ପର୍କ ସ୍ଥାପନ କରି ସାରିଛନ୍ତି। ଆଉ ଏଠାକାର ଏକ ଚତୁର୍ଥାଂଶ ମହିଳା ନିଜ ସମ୍ପର୍କକୁ ନେଇ ଖୁସି ଥାଆନ୍ତି।

ନେଦରଲାଣ୍ଡ: ଏଠାକାର ଆମଷ୍ଟରଡମର ରେଡ୍‌ ଲାଇଟ୍‌ ଏରିଆରୁ ନେଇ ସେକ୍ସ ଏଡୁକଶେନ ପର୍ଯ୍ୟନ୍ତ ସବୁଠାରେ ଶାରୀରିକ ସମ୍ପର୍କକୁ ନେଇ ଖୋଲାଖୋଲି ଆଲୋଚନା ହୋଇଥାଏ। ସେଥିପାଇଁ ଏଠାରେ ଯୌନ ସଂକ୍ରମଣ ଓ ଅସମୟରେ ଗର୍ଭଧାରଣ ଭଳି ଘଟଣା କମ୍‌ ଦେଖିବାକୁ ମିଳେ।

ନାଇଜେରିଆ: ଏଠାକାର ମହିଳାମାନେ ସବୁଠାରୁ ବେଇମାନ ବୋଲି କୁହାଯାଏ। ପ୍ରାୟ ୬୦ ପ୍ରତିଶତ ମହିଳା ନିଜ ପାର୍ଟନର ସହ ବେଇମାନି କରିଥାଆନ୍ତି। ଏମାନେ ପ୍ରାୟ ୨୪ ମିନିଟର ସମ୍ପର୍କ ସ୍ଥାପନ କରନ୍ତି।

Get real time updates directly on you device, subscribe now.

Comments
Loading...