News World Odisha
Current News Updates

ନୂଆ ଷ୍ଟ୍ରାଟେଜିରେ ଗଞ୍ଜେଇ ଚାଲାଣ

0 524

Get real time updates directly on you device, subscribe now.

ନୂଆ ଷ୍ଟ୍ରାଟେଜିରେ ଗଞ୍ଜେଇ ଚାଲାଣ । ଧରପକଡ ଯୋଗୁଁ ଗଞ୍ଜେଇ ଚାଲାଣ ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି ଅଭିଯୁକ୍ତ । ଗତକାଲି ବିଳମ୍ବିତ ରାତିରେ ବାଲିଗୁଡା ଦେଇ ଏକ ଟମାଟୋ ବୋଝେଇ ପିକଅପ୍‌ ଭ୍ୟାନରେ ଗଞ୍ଜେଇ ଚାଲାଣ କରାଯାଉଥିବା ଖବର ପାଇଥିଲା ପୋଲିସ୍‌ । ଏନେଇ ଗୁମାପଦର ଛକରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ଏକ ପିକପ୍‌ ଭ୍ୟାନ୍‌କୁ ଜବତ କରାଯାଇଛି । ଭ୍ୟାନରୁ ୫୦ କିଲୋରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଥିବା ସୂଚନା ଦେଇଛି ପୋଲିସ ।

Get real time updates directly on you device, subscribe now.

Comments
Loading...