News World Odisha
Current News Updates

ମୋଦିଙ୍କ ସିବିଆଇକୁ ଘେରିଲା ଦିଦିଙ୍କ ପୋଲିସ

0 1,803

Get real time updates directly on you device, subscribe now.

କୋଲକାତାର ପୋଲିସ କମିଶନର ଘରେ ସିବିଆଇ ଟିମ୍ ଚଢ଼ାଉ। ୫ଜଣ ସିବିଆଇ ଅଧିକାରୀଙ୍କୁ ଗିରଫ କରିଛି କୋଲକାତା ପୋଲିସ । କୋଲକାତାର ଚିଟଫଣ୍ଡ୍ ମାମଲା ନେଇ କମିଶନରଙ୍କ ଘରେ ପହଞ୍ଚିଥିଲେ ଏବଂ CBI ଟିମକୁ ପୋଲିସ ଷ୍ଟେସନ ନେଲା କୋଲକାତା ପୋଲିସ । ସିବିଆଇ ଟିମର ଡ୍ରାଇଭରକୁ ମଧ୍ୟ ଗିରଫ କରିଛି ପୋଲିସ । ଅନ୍ୟପଟେ ପୋଲିସ କମିଶନରଙ୍କ ଘରେ ମମତା ବାନାର୍ଜୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବରିଷ୍ଟ ପୋଲିସ ଅଧିକାରୀଙ୍କ ସହ ମମତାଙ୍କ ବୈଠକ ।

Get real time updates directly on you device, subscribe now.

Comments
Loading...