News World Odisha
Current News Updates

ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଭାରତ-ନ୍ୟୁଜିଲ୍ୟାଣ୍ଡ

0 35

Get real time updates directly on you device, subscribe now.

ଆଜି ଭାରତ ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଟି-ଟ୍ୱେଣ୍ଟି । ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି ।  ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଅନ୍ୟପକ୍ଷେ ଘରୋଇ ଦଳ ମ୍ୟାଚ ଜିତି ସିରିଜକୁ କମବ୍ୟାକ୍‌ କରିବାର ଲକ୍ଷ୍ୟ ରଖିଛି । ନ୍ୟୁଜିଲ୍ୟାଣ୍ଡ ଦଳ ଗୋଟିଏ ବି ଟି-ଟ୍ବେଣ୍ଟି ମ୍ୟାଚ ଜିତି ନଥିବା ବେଳେ ମ୍ୟାଚ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ସେପଟେ କିନ୍ତୁ ମ୍ୟାଚରେ ଭଲ ପ୍ରଦର୍ଶନ କରି ଭାରତୀୟ ଦଳ ଇତିହାସ ବଦଳାଇବାକୁ ଚେଷ୍ଟା କରିବ ।

Get real time updates directly on you device, subscribe now.

Comments
Loading...