News World Odisha
Current News Updates

କୁନି ଝିଅକୁ ଟଙ୍କା କାଳ…

0 332

Get real time updates directly on you device, subscribe now.

୨ ବର୍ଷର ଝିଅ ମଧୁଶ୍ରୀ ଦୁଆନିକୁ ଦେଖିବା ଆଗରୁ ଜୀବନ ସହ ସଂଘର୍ଷ କରୁଛି । ୨୦୧୮ ଅଗଷ୍ଟ ମାସରେ ମଧୁଶ୍ରୀଙ୍କ ପରିଶ୍ରା ଇଫେକ୍ସନ ହୋଇଥିଲା । ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା । ସେଠାରେ ଥିବା ଯୋଶଦା ଓ ମଧୁଳିଗୟା ଭୟୟ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କିଛି ମେଡିସିନ ଖାଇବାକୁ ଦିଆଯାଥିଲା। ମେଡିସିନ ଖାଇବା ପରେ ମଧୁଶ୍ରୀ ଭଲ ହୋଇଯାଥିଲେ । କିଛିଦିନ ସୁସ୍ଥ ହେଲା ପରେ
ମଧୁଶ୍ରୀ କାନ୍ଦିବା ଆରମ୍ଭ କରିଦେଇଥିଲେ ତାଙ୍କୁ ମେଡ଼ିକାଲ ନେଲା ପରେ ଜଣା ପଡ଼ିଲା ମଧୁଶ୍ରୀଙ୍କ ପଛ ପାଖରେ ଏକ ଟ୍ୟୁମର ହୋଇଛି । ସେହି ଟ୍ୟୁମର କ୍ୟାନସର ରୋଗରେ ପରିଣତ ହୋଇଛି ।  ମଧୁଶ୍ରୀଙ୍କ ବାପା ଏବଂ ମାଆଙ୍କ କହିବାନୁଯାୟୀ ମଧୁଶ୍ରୀଙ୍କର କେମଥୋରାପି କରାଯାଉଛି । ପ୍ରାୟ ୧.୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଲାଣି  । ଅର୍ଥ ଅଭାବରୁ ଚିକିତ୍ସା କରିବା ସମ୍ଭବ ନୁହେଁ  । ଚିକିତ୍ସା ପାଇଁ ୮ ଲକ୍ଷ ଟଙ୍କାର ଆବଶ୍ୟକ ତେଣୁ ମଧୁଶ୍ରୀ ବାପା ଝିଅକୁ ଘରକୁ   ନେଇ ଆସିବା ପାଇ ମନସ୍ତ କରିଛନ୍ତି ।

Get real time updates directly on you device, subscribe now.

Comments
Loading...