News World Odisha
Current News Updates

ଜ୍ୱର ଭଲ କରିବାକୁ ଦିଆଯାଇଛି ୩୦ଟି ଚେଙ୍କ

0 31

Get real time updates directly on you device, subscribe now.

ଏବେ ବି ଅନ୍ଧବିଶ୍ବାସର ଅନ୍ଧାରୀ ଗଳିରେ ମଣିଷ । ସୁନ୍ଦରଗଡ଼ରେ ଘଟିଛି ଏକ ଅଭାବନୀୟ ଘଟଣା । ଜ୍ୱର ଭଲ କରିବାକୁ ଗୁଣିଆ ଉପରେ ଭରସା କରିନ୍ତି ଲୋକେ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରରେ ଜଣେ 7ବର୍ଷର ବାଳକର ଜ୍ବର ଭଲ କରିବାକୁ କରାଯାଇଛି ଚେଙ୍କ ଚିକିତ୍ସା। ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ ରାଉରକେଲା ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଶିଶୁଟିର ପେଟରେ ଆଗରୁ 21ଟି ଚେଙ୍କ ଦିଆଯାଇଥିଲା। ଗତ ସୋମବାର ଆଉ 10ଥର ଚେଙ୍କ ଦିଆଯାଇଛି।..

Get real time updates directly on you device, subscribe now.

Comments
Loading...