News World Odisha
Current News Updates

ଆୱାର୍ଡ ନେଲାପରେ ଏମିତି ଦେଲେ ଭାଷଣ : ଲେଡି ଗାଗା

0 53

Get real time updates directly on you device, subscribe now.

ଆମେରିକା ଗାୟିକା, ଅଭିନେତା ଲେଡି ଗାଗାଙ୍କ ଭାଷଣ ସମସ୍ତଙ୍କୁ କରଛି ଆତ୍ମବିଭୋର । ନିକଟରେ ଓସ୍କାର ନୋମିନେଟଡ୍ ଫିଲ୍ମ ‘ଏ ଷ୍ଚାର ଇନ ବର୍ଣ୍ଣ’ର ଗୀତ ‘ସାଲୋ’ ପାଇଁ ତାଙ୍କୁ ମିଳିଛି ୩ୟ ଗ୍ରାମୀ ଆୱାର୍ଡ । ଏନେଇ ସେ ତାଙ୍କର ଭାଷଣ ମାଧ୍ୟମରେ ତାଙ୍କ  ସ୍ୱାସ୍ଥ୍ୟ ଅବସ୍ଥାର ଖୁଲାସା କରିଛନ୍ତି । ପୂର୍ବରୁ ମାନସିକ ସ୍ୱାସ୍ଥ୍ୟାବସ୍ତା ଏବଂ  ଫାଇବ୍ରୋମାୟଲଜିଆ ରୋଗରେ ଆକ୍ରାନ୍ତ ଥିଲେ । ଯାହା ବହୁ ଯନ୍ତ୍ରଣା ଦାୟକ ବୋଲି ସେ କହିଛନ୍ତି । ଏମିତି ଅବସ୍ତାରେ ତାଙ୍କର ଦୃଢ ମନୋବଳ ତାଙ୍କୁ ଗ୍ରାମୀ ଆୱାର୍ଡର ହକଦାର କରିଛି ।

ତେବେ ଏ ରୋଗ ପାଇଁ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ଲଜ୍ଜିତ ହେବାକୁ ପଡ଼ିଥିଲା କିନ୍ତୁ ତାଙ୍କ ସାହାସିକତାର ପ୍ରମାଣ ଦେଇଛି ଗ୍ରାମୀ ଆୱାର୍ଡ ବୋଲି ସେ ସେହି ଆୱାର୍ଡ ସଭାରେ ପରିପ୍ରକାଶ କରିଛନ୍ତି  ।   

Get real time updates directly on you device, subscribe now.

Comments
Loading...