News World Odisha
Current News Updates

ମାଲକାନଗିରିରେ ସଡ଼କ ଦୁର୍ଘଟଣାରେ ୩ ମୃତ, ୧୦ ଗୁରୁତର

0 168

Get real time updates directly on you device, subscribe now.

ମାଲକାନଗିରିରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ । ପିକଅପ୍ ଭ୍ୟାନ ଓଲଟି ୩ ମୃତ, ୧୦ ଗୁରୁତର । ମାଥିଲି ଥାନା ସଲପପଦର ନିକଟରେ ଦୁର୍ଘଟଣା । ପାଙ୍ଗାମାରୁ ମାଥିଲି ଯାଉଥିବା ବେଳେ ଓଲଟିଲା ଭ୍ୟାନ । ୧୦ ଗୁରୁତରଙ୍କୁ ମାଥିଲି ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ି ନାହିଁ ।

Get real time updates directly on you device, subscribe now.

Comments
Loading...