News World Odisha
Current News Updates

ପକ୍ଷୀରେ ପ୍ରିୟଙ୍କା: ଟ୍ୱିଟରରେ ପ୍ରବେଶ କଲେ ପ୍ରିୟଙ୍କା ଗାନ୍ଧୀ

0 74

Get real time updates directly on you device, subscribe now.

ଦ୍ୱିତୀୟ ଇନ୍ଦିରାଙ୍କୁ ରାଜନୀତିକୁ ଆଣିବାକୁ ବହୁ ଦିନରୁ ଦାବି ହେଉଥିଲା ଆଉ ଆଜି ପ୍ରିୟଙ୍କା ଫୁଲଟାଇମ ଏଣ୍ଟ୍ରି କରୁଥିବାରୁ ବେଶ ଜୋଶରେ ଅଛନ୍ତି କଂଗ୍ରେସ କର୍ମକର୍ତ୍ତା ।ଆଜିଠାରୁ ଉତ୍ତର ପ୍ରଦେଶରେ ପ୍ରିୟଙ୍କା ପ୍ରବେଶ କରୁଥିବା ବେଳେ ଟ୍ୱିଟରେ ମଧ୍ୟ ଆଜି ପ୍ରବେଶ କରିବେ ।

ସମସ୍ତ ରାଜନେତାଙ୍କ ପାଇଁ ଟ୍ୱିଟର ଏକ ମହାଅସ୍ତ୍ର ଥିବା ବେଳେ ଏହି ମହାଅସ୍ତ୍ରକୁ ଆଜି ହାତେଇବେ ପ୍ରିୟଙ୍କା । ତେବେ ଦେଖାଯାଉ ଟ୍ୱିଟରେ ପ୍ରିୟଙ୍କା କେତେ ଆଧିପତ୍ୟ ବିସ୍ତାର କରିପାରୁଛନ୍ତି  ।

Get real time updates directly on you device, subscribe now.

Comments
Loading...