News World Odisha
Current News Updates

ରାହୁଲ-ରାଫେଲ-ରୋଡ଼ ସୋ’

0 149

Get real time updates directly on you device, subscribe now.

ମୋଦିଙ୍କୁ ପୁଣି ରାହୁଲଙ୍କ ରାଫେଲ ଆଟାକ  । ଆଜି ସଭା ନୁହେଁ କି ସଂସଦ, ଖୋଦ ରୋଡ ସୋରେ ରାଫେଲ ମାଡ଼ ମାରିଛନ୍ତି ରାହୁଲ  । ଉତ୍ତରପ୍ରଦେଶରେ ପ୍ରିୟଙ୍କାଙ୍କ ଫାଇନାଲ ଏଣ୍ଟ୍ରିରେ ରାଫେଲକୁ ମୁଦ୍ଦା କରିଛନ୍ତି ରାହୁଲ  । ଲକ୍ଷ୍ନୌରେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ରୋଡ଼ ସୋରେ ରାହୁଲ ହାତରେ ରାଫେଲ ଧରିଥିବା ନଜର ଆସିଛି  । ତେବେ ରାଫେଲ ଦୁର୍ନୀତି କଥା ଚାରିଆଡ଼େ ବୁଲିବୁଲି କହୁଥିବା ରାହୁଲ ଆଜି ରୋଡ ସୋରେ ପ୍ରଦର୍ଶନ କରି ମୋଦିଙ୍କୁ ଚେକ ଦେଇଛନ୍ତି  ।

ଗତ କିଛି ଦିନ ହେବ ରାଫେଲକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସଂସଦରେ ସବୁବେଳେ ଉକ୍ତ ପ୍ରସଙ୍ଗରେ ଆଲୋଚନା, ହୋହଲ୍ଲା, ନାରାବାଜି ହେଉଛି  । ଆଉ ସେପଟେ ଉଭୟ କଂଗ୍ରେସ ଓ ବିଜେପି ମଧ୍ୟ ଘନଘନ ଉକ୍ତ ପ୍ରସଙ୍ଗରେ ପ୍ରେସମିଟ କରୁଛନ୍ତି  । ରାହୁଲ ଲକ୍ଷ୍ନୌରେ ରାଫେଲ ଧରି ରୋଡ଼ ସୋ କରିଥିବା ବେଳେ ଚୌକିଦାର ଚୌର…ନାରା ଦେଇଥିଲେ  ।

Get real time updates directly on you device, subscribe now.

Comments
Loading...