News World Odisha
Current News Updates

କଳିଙ୍ଗ ସେନାର ଭାଲେଣ୍ଟାଇନ୍ ଉପହାର

0 317

Get real time updates directly on you device, subscribe now.

ସାବଧାନ ପ୍ରେମୀ ଯୁଗଳ । ପ୍ରେମ ଦିବସରେ ଗୋଲାପ ବଦଳରେ ବିଛୁଆତି ଦେବ କଳିଙ୍ଗ ସେନା । ଭାଲେଣ୍ଟାଇନ ଡେ’ରେ ପାର୍କ ,ମଲ୍ ,ପର୍ଯ୍ୟଟନ କେନ୍ଦ୍ର ନିକଟରେ ପ୍ରେମୀଯୁଗଳଙ୍କ ଭିଡ ଦେଖିବାକୁ ମିଳିଥାଏ । ଭାଲେଣ୍ଟାଇନ ଡେ’ରେ ପ୍ରେମୀ ଯୁଗଳ ଦେଖାଦେଲେ ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଇଛି କଳିଙ୍ଗ ସେନା । ପାଶ୍ଚାତ୍ୟ ସଭ୍ୟତାକୁ ଆପାଣାଇ ଯଦି କେହି ଏଭଳି କରେ ସେମାନଙ୍କୁ କଳିଙ୍ଗ ନାରୀ ସେନା ସଂଘ ବିଛୁଆତି ଗଛ ଉପହାର ଦେବା ସହ ସାବାଡ କରିବ ବୋଲି ନିଷ୍ପତ୍ତି ନେଇଛି । ରାଜଧାନୀରେ ୭ ଟି କଲେଜର ୨୦୦ ଛାତ୍ର ଛାତ୍ରୀ ଏଥିରେ ଯୋଗ ଦେବା ବେଳେ ଓଡିଶାର ୨୨ ଗୋଟି ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ କରାଯିବ ବୋଲି କହିଛି ସଂଘ ।

Get real time updates directly on you device, subscribe now.

Comments
Loading...