News World Odisha
Current News Updates

ଭାଲେଣ୍ଟାଇନ୍‌ସ ଡେ ରିଲିଜ୍‌ ହେଲା ‘ଗଲି ବୟ’

0 57

Get real time updates directly on you device, subscribe now.

ଭାଲେଣ୍ଟାଇନ୍‌ସ ଡେ ଅବସରରେ ରିଲିଜ୍‌ କରିଛି ବହୁ ପ୍ରତୀକ୍ଷିତ ବଲିଉଡ୍‌ ମୁଭି ଗଲି ବୟ। ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଏହି ମୁଭିରେ ଲିଡ୍‌ ରୋଲରେ ନଜର ଅଛନ୍ତି ରଣବୀର ସିଂ ଓ ଆଲିଆ ଭଟ୍ଟ। ରଣବୀର ମୁଭିରେ ଜଣେ ରାପର୍‌ ରୋଲ୍‌ ପ୍ଲେ କରୁଛନ୍ତି ।  କାଲକି କୋଚଲିନ୍‌, ବିଜୟ ରାଜ୍‌ ଓ ସିଦ୍ଧାନ୍ତ ଚତୁର୍ବେଦୀ  ମୁଭିରେ ଅନ୍ୟାନ୍ୟ ଭାଇଟାଲ୍‌ ରୋଲରେ ଅଛନ୍ତି । ମୁଭିର ଅପ୍‌ନା ଟାଇମ୍‌ ଆୟେଗା ଟ୍ରାକ୍‌ ମ୍ୟୁଜିକ୍‌ ଚାର୍ଟରେ ବ୍ଲକ୍‌ ବ୍ଲ।ଷ୍ଟର ଡିକ୍ଲାର ହୋଇସାରିଛି । ଟିକଟକ୍‌ ଆଦିରେ ଏହାକୁ ନେଇ ଫ୍ୟାନ୍‌ଙ୍କ ମଧ୍ୟରେ କ୍ରେଜ୍‌ କାହିଁରେ କଣ ଦେଖିବାକୁ ମିଳିଛି । ବକ୍ସ ଅଫିସରେ ଗଲି ବୟ କମାଲ୍‌ କରିବ ବୋଲି ଆଶା ରଖିଛନ୍ତି କ୍ରିୟୁ ମେମ୍ବର ।

Get real time updates directly on you device, subscribe now.

Comments
Loading...