News World Odisha
Current News Updates

୩୦୦ ଗୋରୁ ଉଦ୍ଧାର, ୩ଟି ଟ୍ରକ ଅଟକ

0 154

Get real time updates directly on you device, subscribe now.

ଜଳେଶ୍ବର ଚାଲନ୍ତିଠାରେ ୩ ଟି ଗୋରୁ ବୋଝେଇ ଟ୍ରକ୍‌କୁ ଲୋକ ଅଟକ ରଖିଛନ୍ତି । ବେଆଇନ ଭାବେ ପଶ୍ଚିମବଙ୍ଗକୁ ଗୋରୁ ଚୋରା ଚାଲାଣ ହେଉଥିଲା । ୩ ଟି ଟ୍ରକ୍‌ରେ ୩୦୦ ରୁ ଅଧିକ ଗୋରୁ ରହିଥିବା ସୂଚନା ମିଳିଛି । ଘଟଣାରେ ୩ ଜଣ ଡ୍ରାଇଭରଙ୍କୁ ମଧ୍ୟ ଲୋକ ଅଟକ ରଖିଛନ୍ତି । ସେପଟେ ଜଳେଶ୍ବର ବାଇଗଣ ବାଡ଼ିଆଠାରେ ମଧ୍ୟ ୭ ଟି ଗୋରୁ ଚୋରା ଚାଲାଣ ବେଳେ ଅଟକାଇଛି ବିଜୁ ଯୁବବାହିନୀ ।

Get real time updates directly on you device, subscribe now.

Comments
Loading...