News World Odisha
Current News Updates

ଡରିଗଲା ପାକିସ୍ତାନ ! ଏୟାରପୋର୍ଟରୁ ଉଡ଼ାଣ ବନ୍ଦ

0 385

Get real time updates directly on you device, subscribe now.

ଭାରତର ନାଲି ଆଖି ଦେଖି ଡରି ଗଲା ପାକିସ୍ତାନ । ପାକିସ୍ତାନର ୬ଟି ବିମାନ ବନ୍ଦରରୁ ଉଡ଼ାଣ ବନ୍ଦ କଲା ପାକିସ୍ତାନ । ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଚଳାଚଳା ବନ୍ଦ କଲା ପାକିସ୍ତାନ । ଲାହୋର, ମୁଲତାନା, ଫଇସଲାବାଦ, ଇସଲାମାବାଦ ଓ ସିଆଲକୋଟରୁ ବିମାନ ଚଳାଚଳ ବନ୍ଦ ।

ଏପଟେ ପାକିସ୍ତାନ କିଛି କରିବା ପୂର୍ବରୁ କଡ଼ା ଜବାବ ଦେବାକୁ ପୂରା ପ୍ରସ୍ତୁତ ଅଛି ଭାରତୀୟ ବାୟୁ ସେନା । ୨ ମିନିଟରେ ବାୟୁସେନାର ସବୁ ପାଇଲଟଙ୍କୁ ସତର୍କ ହୋଇ ଉଡ଼ାଣ ଭରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସକାଳେ ଭାରତ ସୀମାରେ ପଶିଥିବା ପାକିସ୍ତାନର ଫାଇଟର ଜେଟକୁ ଗୁଳି ମାରି ଖସାଇ ପକାଇଥିଲା ଭାରତ ।

Get real time updates directly on you device, subscribe now.

Comments
Loading...