News World Odisha
Current News Updates

ପଦ୍ମର ପ୍ରୋବାବଲ ପ୍ରାର୍ଥୀ ତାଲିକା

0 2,503

Get real time updates directly on you device, subscribe now.

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଭଳି ବିଜେପିର ସମ୍ଭାବ୍ୟ ଏମପି ପ୍ରାର୍ଥୀ ତାଲିକା ସାମ୍ନାକୁ ଆସିଛି  । ଓଡ଼ିଶାରେ ପଦ୍ମ ଫୁଟାଇବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ସବୁଜ ଗଡ଼କୁ ଗେରୁଆ କରିବାକୁ ଓଡ଼ିଶା ଗସ୍ତରେ ଘନଘନ ଆସୁଛନ୍ତି ବିଜେପିର ହେଭିୱେଟମାନେ  । ତେଣୁ ବିଜେପି ଓ ତାର ପ୍ରାର୍ଥୀ ତାଲିକା ଉପରେ ସମସ୍ତଙ୍କ ନଜର ରହିଛି  । ଆଉ ସେହି ସମୟରେ ବିଜେପି କାହାକୁ କେଉଁ ଜାଗାରୁ ଟିକେଟ ଦେଉଛି ତାକୁ ଅପେକ୍ଷା  । କିଏ କେଉଁଠୁ ଟିକେଟ ପାଇବ ତାହା ଦିଲ୍ଲୀରେ ଚୂଡ଼ାନ୍ତ ହେବ ହେଲେ ଫାଇନାଲ ଘୋଷଣା ପୂର୍ବରୁ ପଦାକୁ ଆସିଛି ପ୍ରୋବାବଲ ପ୍ରାର୍ଥୀଙ୍କ ତାଲିକା  । ତେବେ ପଢ଼ନ୍ତୁ ବିଜେପିର ସମ୍ଭାବ୍ୟ ଲୋକସଭା ପ୍ରାର୍ଥୀ ତାଲିକା ଉପରେ…

୧- ଜୟରାମ ପାଙ୍ଗୀ ( କେଉଁଠୁ ଜଣାପଡ଼ିନି)

୨- ନବରଙ୍ଗପୁର – ପର୍ଶୁରାମ ମାଝୀ

୩-କାଳହାଣ୍ଡି- ବସନ୍ତ ପଣ୍ଡା

୪-ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର

୫-ଆସ୍କା- ମହେଶ ମହାନ୍ତି

୬-ବାଲେଶ୍ୱର -ଲେଖାଶ୍ରୀ ସାମନ୍ତସିଂହାର

୭-ମୟୂରଭଞ୍ଜ – ଗିରିଶ ମୁର୍ମୁ

୮-ଭୁବନେଶ୍ୱର- ଅପରାଜିତା ଷଡ଼ଙ୍ଗୀ

୯- କଟକ- ପିତାମ୍ବର ଆଚାର୍ଯ୍ୟ

୧୦-ଜଗତସିଂହପୁର-ବାଇଧର ମଲ୍ଲିକ

୧୧-ଯାଜପୁର – ବବିତା ମଳ୍ଲିକ

୧୨-କେନ୍ଦ୍ରାପଡ଼ା- ଜ୍ଞାନ ବେଉରା

୧୩-କେନ୍ଦୁଝର- ଅନନ୍ତ ନାୟକ

୧୪-ସୁନ୍ଦରଗଡ଼- ଜୁଏଲ ଓରାମ

୧୫- ପୁରୀ – ସମ୍ବିତ ପାତ୍ର

୧୬- କନ୍ଧମାଳ- ସୁକାନ୍ତ ପାଣିଗ୍ରାହୀ

୧୭- ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି

୧୮-ବରଗଡ଼- ସୁବାଷ ଚୌହ୍ଵାନ

୧୯- ସମ୍ବଲପୁର- ସୁରେଶ ପୂଜାରୀ

୨୦- ବଲାଙ୍ଗିର- ସଂଗୀତା ସିଂହଦେଓ

୨୧- ଭଦ୍ରକ- ଶରତ ଚନ୍ଦ୍ର ଦାସ

Get real time updates directly on you device, subscribe now.

Comments
Loading...