News World Odisha
Current News Updates

ଭଉଣୀ ଇନାୟା ସହ ମସ୍ତି କରୁଥିବା ନଜର ଆସିଲେ ତୈମୁର: ଭିଡ଼ିଓ ଭାଇରାଲ

0 258

Get real time updates directly on you device, subscribe now.

ବଲିଉଡରେ ତୈମୁର ଅଲ୍ଲୀ ଖାନ ଷ୍ଟାର କିଡ ମାନଙ୍କ ମଧ୍ୟରେ ସବୁଠୁ ଲୋକପ୍ରିୟ । ନିଜ କ୍ୟୁଟ ଏବଂ ଇନୋସେଣ୍ଟ ଚେହେରା ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସେଥିପାଇଁ ଯେବେ ବି ତାଙଅକର କିଛି ଫୋଟ ଇଣ୍ଟରନେଟକୁ ଆସେ ସାଙ୍ଗେ ସାଙ୍ଗ ତାହା ଭାଇରାଲ ହୋଇଯାଇ ଥାଏ । କରୀନା କପୁର ଏବମ ସୈଫ ଅଲ୍ଲୀ ଖାନ ଯେତିକି  ନିଜ ଫିଲ୍ମ ପାଇଁ ଚର୍ଚ୍ଚିତ ନଥିବେ ତା ଠୁ ଅଧିକ ତୈମୁର ନିଜ କ୍ୟୁଟନେସ ଏବଂ ଲୁକ ପାଇଁ ଚର୍ଚ୍ଚାରେ ଥାଆନ୍ତି ।

ତେବେ ନିକଟରେ ତୈମୁରଙ୍କ ଏକ ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି । ୱିକେଣ୍ଡରେ କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମପର ଏବଂ ସୋହା ଅଲ୍ଲୀ ଖାନ ଓ କୁନାଲ ଖେମୁଙ୍କୁ ଝିଅ ଇନାୟାଙ୍କୁ ଦେଖିବାକୁ ମିଳିଥିଲା । ଦୁହେଁ ଖୁବ ମସ୍ତି କରୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Comments
Loading...