News World Odisha
Current News Updates

କଟକରେ ବି ନେଇପାରିବେ ସ୍ପିଡ୍‌ ବୋଟିଂର ମଜା

0 57

Get real time updates directly on you device, subscribe now.

ହାଇସ୍ପିଡ୍‌ ବୋଟିଂ ସହ ସଫା, ସ୍କୁବା ଡାଇଭିଂ ଓ କାୟାକିଙ୍ଗର ମଜା । ଏଣିକି କଟକରେ ଆପଣ ଉଠାଇପାରିବେ ଓ୍ବାଟର ସ୍ପୋର୍ଟସର ମଜା । ଦକ୍ଷ ପ୍ରଶିକ୍ଷକଙ୍କ ସାହାଯ୍ୟରେ ମିଳିବ ସ୍ବତନ୍ତ୍ର ଟ୍ରେନିଂ । କେବଳ ଜଳକ୍ରୀଡାର ମଜା ନୁହେଁ, ଏଥିରେ କ୍ୟାରିଅର କରିପାରିବେ ଯ଼ୁବପିଢ଼ି ।

କଟକ ନୌବାଣିଜ୍ୟ ସଂଗ୍ରହାଳୟ ସାମ୍ନାରେ ଦିଆଯିବ ଓ୍ବାର୍ଟର ସ୍ପୋର୍ଟସର ତାଲିମ୍‌ । ଯାହାକୁ ବିଭିନ୍ନ ମହଲରୁ ମିଳୁଛି ପ୍ରଶଂସା । ଏବେଠୁ ଯ଼ୁବପିଢିଙ୍କ ମଧ୍ୟରେ ଏହା ବେଶ୍‌ ଲୋକପ୍ରିୟ ହେବାକୁ ଲାଗିଲାଣି । ନୌବାଣିଜ୍ୟ ସଂଗ୍ରହାଳୟରେ ବୁଲିବା ସହ ଓ୍ବାର୍ଟର ସ୍ପୋର୍ଟସର ମଜା । ଆଡେଭନଚର ପ୍ରିୟ ଓ ମନୋରଂଜନ ପାଇଁ ଏହା ହେବାକୁ ଯାଉଛି କଟକବାସୀଙ୍କ ପସନ୍ଦର ଡେଷ୍ଟିନେସନ ।

Get real time updates directly on you device, subscribe now.

Comments
Loading...