News World Odisha
Current News Updates

ଦାମଙ୍କ ମୁହଁରେ ଧର୍ମେନ୍ଦ୍ରଙ୍କ ଭାଷା

0 876

Get real time updates directly on you device, subscribe now.

ପଦ୍ମ ଧରୁ ଧରୁ ପ୍ରଧାନଙ୍କ କଥା ପାଟିରେ ଧରିଲେଣି ଦାମ ବାବୁ । ବିଜେପିରେ ମିଶୁ ମିଶୁ ଧର୍ମେନ୍ଦ୍ରଙ୍କ ଭାଷା କହିଲେଣି ଦାମ । ବିଜପି ପାର୍ଟି ଅଫିସରେ ଆଜି ଦାମ ବିଜେପିରେ ମିଶିବା ପରେ ଭାଷଣ ଦେଇଥିଲେ । ବିଦେଶୀ ଭାଷାରେ ବିଜେପି ନେତାଙ୍କୁ ଓଡ଼ିଶାର କାହାଣୀ ଶୁଣାଇ ସାରିଲା ପରେ ଆଉ କଣ କହିବି ବୋଲି ଧର୍ମେନ୍ଦ୍ରଙ୍କୁ ପଚାରିଥିଲେ । ଆଉ ଧର୍ମେନ୍ଦ୍ର ଓଡ଼ିଆରେ କହିବାକୁ ଇଙ୍ଗିତ କରିଥିଲେ । ତେବେ ଯେଉଁ ଦାମ ଧର୍ମେନ୍ଦ୍ରଙ୍କୁ ମନଇଚ୍ଛା ଗାଳି ଦେଉଥିଲେ ଆଜି ସେ କେମିତି ତାଙ୍କ ଆଜ୍ଞା ମାନୁଛନ୍ତି ତାହା ମିଲିୟନ ଡଲାର କୋଶ୍ଚିନ ହୋଇ ଛିଡ଼ା ହୋଇଛି । ତେବେ ଶୁଣନ୍ତୁ ଦାମ-ଧର୍ମେନ୍ଦ୍ରଙ୍କ ‘ଆଉ, କଣ କହିବି…’ ଭିଡ଼ିଓ

Get real time updates directly on you device, subscribe now.

Comments
Loading...