News World Odisha
Current News Updates

ଭୁଶୁଡିଲା ଫୁଟ ଓଭରଭ୍ରିଜ: ୨ ମୃତ, ୨୩ ଆହାତ

0 103

Get real time updates directly on you device, subscribe now.

ଆଜି ସଂଧ୍ୟାରେ ମୁମ୍ୱାଇ ଛତ୍ରପତି ଶିବାଜୀ ମହାରାଜା ଟରମିନସ ରେଳ ଷ୍ଟେସନ ପାଖ ଓଭରଭ୍ରିଜ ଭୁଶୁଡି ପଡିଛି । ଓଭରବ୍ରିଜ ଭୁଶୁଡିବା ଯୋଗୁଁ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତ ବ୍ୟକ୍ତିଙ୍କୁ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଓଭରବ୍ରିଜ ଭୁଶୁଡି ପଡିଥିବାରୁ ଟ୍ରାଫିକ ମଧ୍ୟ ବଢିଛି । ସିନିୟର ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଦୁଇ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୩ ଜଣ ଆହାତ ହୋଇଛନ୍ତି ।

Get real time updates directly on you device, subscribe now.

Comments
Loading...