News World Odisha
Current News Updates

ବିଶ୍ବ କିଡନୀ ଦିବସ…

0 177

Get real time updates directly on you device, subscribe now.

ଭଗବାନଙ୍କ ସୁନ୍ଦର ସୃଷ୍ଟିରେ ମନୁଷ୍ୟ ହେଉଛି ଶ୍ରେଷ୍ଠପ୍ରାଣୀ ବୋଲି ଭଗବାନ ବିବେଚିତ କରିଛନ୍ତି । ଜଣେ ବ୍ୟକ୍ତି ସୁସ୍ଥ ରହିଲେ ତାଙ୍କ ତାଙ୍କ ପରିବାର ସଦସ୍ୟମାନେ ମଧ୍ୟ ସୁସ୍ଥ ରହିଥାନ୍ତି ତା ସଂଗେ ମଧ୍ୟ ତାଙ୍କ ଚର୍ତୁପାଶ୍ବରେ ବସବାସ କରୁଥିବା ଲୋକମାନେ ମଧ୍ୟ ସୁସ୍ଥ ରହିଥାନ୍ତି । ସୁସ୍ଥ ସମାଜ ଗଠନ କରିବାକୁ ହେଲେ ମନୁଷ୍ୟ ଶରୀର ଥିବା ମୂଲ୍ୟବାନ ଅଙ୍ଗଗୁଡ଼ିକକୁ ଯତ୍ନ ନେବାକୁ ପଡ଼ିଥାଏ । ମନୁଷ୍ୟ ଶରୀର ଭିତରେ ଥିବା ଅଙ୍ଗଗୁଡ଼ିକ ମଧ୍ୟରୁ କିଡ଼ନି ହେଉଛି ସବୁଠାରୁ ସମ୍ବେଦନଶୀଳ ଅଙ୍ଗ । ବିଶ୍ବରେ ୮୫୦ ମିଲିୟନ ଲୋକ କିଡ଼ନି କ୍ଲୋରନିକ ଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ସେଥିମଧ୍ୟରୁ ୨.୪ ମିଲିୟନ ଲୋକ ଏହି ରୋଗରେ ପ୍ରାଣ  ହରାଇଥାନ୍ତି । ଲୋକମାନଙ୍କୁ କିଡ଼ନି ରୋଗରୁ ବର୍ତ୍ତିବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଛି । ଏହି ଦିନଟିକୁ କିଡ଼ନି ଦିବସ ରପେ ପାଳନ କରାଯାଇଥାଏ । ଆଜି ହେଉଛି ବିଶ୍ବ କିଡ଼ନି ଦିବସ ହୋଇଥିବାରୁ ସମସ୍ତଙ୍କୁ ଅନୁରୋଧ ନିଜର ଶରୀର ପ୍ରତି ଧ୍ୟାନ ଦିଆନ୍ତୁ । ସୁସ୍ଥ ଶରୀର ଗଠନ କରେ ସୁସ୍ଥ ସମାଜ

Get real time updates directly on you device, subscribe now.

Comments
Loading...