News World Odisha
Current News Updates

ଶାହରୁଖଙ୍କୁ ଭଦ୍ର ଅପମାନ ଦେଲେ ଆକାଶ ଅମ୍ୱାନୀ, କହିଲେ କଡରେ ଯାଇ ନାଚ…ଦେଖନ୍ତୁ ଭିଡିଓ

0 3,206

Get real time updates directly on you device, subscribe now.

ଅମ୍ୱାନୀ ପରିବାରର ବାହଘର ଭାରତର ସବୁଠାରୁ ବ୍ୟୟବହୁଳ ବାହାଘର । ନିକଟରେ ମାର୍ଚ୍ଚ ମାସ ୯ ତାରିଖରୁ ବାହାଘର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୧୨ତାରିଖରେ ମୁକେଶ ଅମ୍ୱାନୀଙ୍କ ପୁଅ ଆକାଶ ଅମ୍ୱାନୀଙ୍କ ହାତଗଣ୍ଠି ପଡିଥିଲା । ଅମ୍ୱାନୀଙ୍କ ପୁଅ ବାହାଘରକୁ ଦେଶ ଓ ଦେଶ ବାହାରର ନାମୀଦାମୀ ଲୋକ ଆସିଥିଲେ । ଗେଷ୍ଟମାନେ ବାହାଘରକୁ ଆସିବା ସହିତ ବାହାଘରରେ ମନଖୋଲି ନାଚିଥିଲେ ମଧ୍ୟ ।

ତେବେ ବାହଘର ସମୟର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକି ବଲିଉଡ ଫ୍ୟାନମାନଙ୍କୁ ଆଚମ୍ୱିତ କରିଛି । ବାବହାଘରରେ ମୋଷ୍ଟ ପପୁଲାର ଅଭିନେତା ସାହାରୁଖାନ ଓ ଗୌରୀ ଖାନ ମଧ୍ୟ ସାମିଲ ହୋଇଥିଲେ ।

ତେବେ ଶାହରୁଖ ନାଚୁଥିବାବେଳେ ଆକାଶ ଅମ୍ୱାନୀ ତାଙ୍କୁ ସାଇଡରେ ଯାଇ ନାଚିବା କଥା କହିଥିଲେ । ଆଉ ଜବରଦସ୍ତି ସାଇଡକୁ ନେଇଯାଇଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି । ଦେଖନ୍ତୁ କିପରି ଶାହରୁଖଙ୍କୁ ସାଇଡକୁ ଯିବା ପାଇଁ କହୁଛନ୍ତି ଆକାଶ…

Get real time updates directly on you device, subscribe now.

Comments
Loading...