News World Odisha
Current News Updates

ବୈାଦ୍ଧରୁ ବିପୁଳ ପରିମାଣର ଗଞ୍ଜେଇ ଜବତ…

0 56

Get real time updates directly on you device, subscribe now.

ବୈାଦ୍ଧରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । ଟିକରପଡା ପଞ୍ଚାୟତ ପେଞ୍ଜପାଲି ଜଙ୍ଗଲରୁ ଚୋରା ଚାଲଣ ବେଳେ ଗଞ୍ଜେଇ ଜବତ କରିଛି ବୌଦ୍ଧ୍‌ ପୋଲିସ । ୨ କୁଇଣ୍ଟାଲ ୭୦ କେଜି ଗଞ୍ଜେଇ ଜବତ ସହ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଦୁଇ ଅଭିଯୁକ୍ତ ହେଲେ ଯୋଗେନ୍ଦ୍ର କହଁର ଓ ସିନ୍ଧୁ କହଁର ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.

Comments
Loading...