News World Odisha
Current News Updates

ନବୀନଙ୍କ ପ୍ରିୟ ‘ପଖାଳ କଂସା’

0 181

Get real time updates directly on you device, subscribe now.

ଆଜି ପଖାଳ ଦିବସରେ ଯୁବପିଢିଙ୍କ ପ୍ରଥମ ଡିମାଣ୍ଡ ରହିଛି ପଖାଳ । ହୋଟେଲ ହେଉ କି ରେସ୍ତୁରାଁ, ଧନୀ ହୁଅନ୍ତୁ କି ଗରିବ ସମସ୍ତେ ଆଜି ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳ ଖାଇ ମନାଇଛନ୍ତି ପଖାଳ ଦିବସ ।

ତେବେ ଏହି ଖୁସିରୁ କେମିତି ବା ବାଦ ପଡ଼ିଥାନ୍ତେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେମିତି ବା ଭୁଲିଥାନ୍ତେ ତାଙ୍କର ସେଇ ପ୍ରିୟ ଖାଦ୍ୟକୁ, ଯାହାକୁ ସେ ତାଙ୍କ ବନ୍ଧୁ ମାନଙ୍କୁ ଖୁଆଇ ଥାଆନ୍ତି ।

ନିଜ ମାଟିର, ନିଜ ରାଜ୍ୟର ପ୍ରିୟ ପଖାଳକୁ ବାହାର ରାଜ୍ୟର ବନ୍ଧୁଙ୍କୁ ଖୁଆଇବାକୁ କେବେ ଭୁଲନ୍ତିନି କି କେବେ ହେଳା କରନ୍ତିନି ନବୀନ । ସେଇଥିପାଇଁ ତ ସେଦିନ ଓଡ଼ିଶା ବାହାର ବନ୍ଧୁଙ୍କୁ ପରଷି ଦେଇଥିବା ପଖାଳର ଫଟୋକୁ ନିଜ ଟ୍ବିଟର ପେଜରେ ରିଟ୍ବିଟ୍ କରି ସେ କଥାକୁ ମନେପକାଇନ୍ତି ନବୀନ  ।

Get real time updates directly on you device, subscribe now.

Comments
Loading...