News World Odisha
Current News Updates

ମୋଦିଙ୍କ ମିଶନ ଓଡ଼ିଶା: ଆଜି ଆସିଲେ, ପୁଣି ଆସିବେ

0 92

Get real time updates directly on you device, subscribe now.

ଜୟପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି  । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚିଲେ ମୋଦି  । ବିଜେପିର ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଲେ ମୋଦି  । ଏକମ୍ବା ପଡ଼ିଆରେ ସାଧାରଣ ଜନତାକୁ ସମ୍ବୋଧନ କରିବେ ମୋଦି  । ଜୟପୁରରୁ ଆଜି ପ୍ରଚାରର ଶୁଭାରମ୍ଭ କରିପାରନ୍ତି ମୋଦି  । ତେବେ ଓଡ଼ିଶା ଆସିବା ଆଗରୁ ଟ୍ବିଟ କରିଛନ୍ତି ମୋଦି  ।

Get real time updates directly on you device, subscribe now.

Comments
Loading...