News World Odisha
Current News Updates

ପଢ଼ନ୍ତୁ ବିଜେଡିର ପୂରା ପ୍ରାର୍ଥୀଙ୍କ ତାଲିକା

0 1,693

Get real time updates directly on you device, subscribe now.

ଗୋଟିଏ ଲୋକସଭା ଓ ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି  । କଟକ ଲୋକସଭା ଆସନ ପାଇଁ ଭର୍ତ୍ତୃହରି ମହତାବଙ୍କୁ ପ୍ରାର୍ଥୀ କଲା ବିଜେଡି  ।

ବିଧାନସଭା ଆସନ ପାଇଁ ପ୍ରାର୍ଥୀ

ବେଗୁନିଆ- ରାଜେନ୍ଦ୍ର ସାହୁ

ଚିଲିକା- ପ୍ରଶାନ୍ତ ଜଦ୍ଦଦେବ

ବସ୍ତା- ନିତ୍ୟାନନ୍ଦ ସାହୁ

ଖୋର୍ଦ୍ଧା- ଜ୍ୟୋତିନ୍ଦ୍ରନାଥ ମିତ୍ର

ଭୁବନେଶ୍ବର ଜୟଦେବ- ଅରବିନ୍ଦ ଢାଲି

ବରୀ- ସୁନନ୍ଦ ଦାସ

ମୋରଡ଼ା- ରାଜକିଶୋର ଦାସ

ଦେବଗଡ଼- ଆର.ଆର ବିଶ୍ବାଳ

ରାଇରଙ୍ଗପୁର- ବାସନ୍ତୀ ମାରଣ୍ଡି

Get real time updates directly on you device, subscribe now.

Comments
Loading...