News World Odisha
Current News Updates

କଟିଲା ଟିକଟ: କୋରେଇ ଆକାଶରେ ଅଶୋକ ବଳ

0 431

Get real time updates directly on you device, subscribe now.

୨ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି  । ବାକି ଥିବା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ  । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ସିନେ ଷ୍ଟାର ତଥା କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ନାଁ  ନାହିଁ  । କୋରେଇ ବିଧାନସଭା ଆସନ ପାଇଁ ଆକାଶଙ୍କ ଟିକଟ କାଟିଛି ବିଜେଡି  । ଆକାଶଙ୍କ ସ୍ଥାନରେ ଅଶୋକ ବଳଙ୍କୁ ଟିକଟ ଦେଇଛି ଦଳ  ।

ଟିକଟ କଟିଲା
ଟିକଟ ମିଳିଲା

ତେବେ ଚଳିତ ନିର୍ବାଚନରେ ଆକାଶଙ୍କୁ ଟିକଟ ଦିଆଯିବନି ବୋଲି କିଛି ଦିନ ହେବ ଚର୍ଚ୍ଚା ହେଉଥିଲା  । ଆଜି ଆଉ ଆକାଶଙ୍କ ଟିକଟ କାଟି ଚର୍ଚ୍ଚାକୁ ଫର୍ଚ୍ଚା କରିଛି ବିଜେଡି  ।

Get real time updates directly on you device, subscribe now.

Comments
Loading...