News World Odisha
Current News Updates

ବିନା ଭୋଟର ଆଇଡିରେ ବି ଦେଇ ପାରିବେ ଭୋଟ୍…

0 334

Get real time updates directly on you device, subscribe now.

୨୦୧୯ ମହାସମର । ଆପଣ ବାଛିବେ ଆପଣଙ୍କ ମନ ପସନ୍ଦର ନେତା । ତେବେ ଆପଣ ଭୋଟ ଦେବାକୁ ଯିବା ପୂର୍ବରୁ ଭୋଟର ପରିଚୟ ପତ୍ର ନାହିଁ ବୋଲି ଚିନ୍ତାରେ ଅଛନ୍ତି କି ? କେମିତି ଦେବେ ଭୋଟ୍ ସେନେଇ ଭାବୁଛନ୍ତି କି ? ତେବେ ସେ ବିଷୟରେ ଚିନ୍ତା ନକରି ଦେଖନ୍ତୁ ଆପଣଙ୍କ ପାଖରେ ଅନ୍ୟ ବିକଳ୍ପ କଣ ଥିଲେ ଆପଣ ଦେଇପାରିବେ ଭୋଟ୍ । ଦେଖନ୍ତୁ…

-ଭୋଟର ଫଟୋ ପରିଚୟ ପତ୍ର

-ଡ୍ରାଇଭିଂ ଲାଇସେନ୍ସ

-ଫଟୋ ଥିବା ସରକାରୀ ଚାକିରୀ କ୍ଷେତ୍ରର ପରିଚୟ ପତ୍ର

-ଫଟୋ ସଂଲଗ୍ନ ଥିବା ବ୍ୟାଙ୍କ ଓ ପୋଷ୍ଟ ଅଫିସର ପାସବୁକ୍

-ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସ୍ବାସ୍ଥ୍ୟବୀମା ସ୍ମାର୍ଟକାର୍ଡ

-ସାଂସଦ,ବିଧାୟକ ପକ୍ଷରୁ ଦିଆଯାଇଥିବା ସରକାରୀ ପରିଚୟ ପତ୍ର

-ମନରେଗା ଜବ କାର୍ଡ

-ଫଟୋ ଥିବା ପେନସନ ଦସ୍ତାବିଜ୍

-ଏନପିଆର୍ ସ୍ମାର୍ଟକାର୍ଡ

-ପାସପୋର୍ଟ

-ପାନକାର୍ଡ

-ଆଧାରକାର୍ଡ

Get real time updates directly on you device, subscribe now.

Comments
Loading...