News World Odisha
Current News Updates

ଜାଣନ୍ତୁ କ’ଣ ରହିଛି ରାମନବମୀର ମାହାତ୍ମ୍ୟ ?

0 110

Get real time updates directly on you device, subscribe now.

ଆଜି ହେଉଛି ପବିତ୍ର ରାମ ନବମୀ ,ଉତ୍ସବମୁଖର ପୁରପଲ୍ଲୀ । ଭୋରରୁ ରାମମନ୍ଦିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ପ୍ରଭୁଙ୍କୁ ଦର୍ଶନ କରିବାକୁ ବହୁ ଦୁରଦୁରାନ୍ତରରୁ ଲୋକ ଆସି ପହଞ୍ଚିଛନ୍ତି  । ରାମନବମୀ ଅବସରରେ ମନ୍ଦିର ଗୁଡ଼ିକରେ ସ୍ବତନ୍ତ୍ର ଆୟୋଜନ କରାଯାଇଛି । କିପରି ଶ୍ରଦ୍ଧାଳୁ କୌଣସି ଅସୁବିଧାର ସମ୍ମୁଖୀନ ନହେବେ ସେ ନେଇ ବିଶେଷ ଧ୍ୟାନ ରଖିଛନ୍ତି ମନ୍ଦିର କର୍ତ୍ତୁପକ୍ଷ  ।

ଚଳିତ ବର୍ଷ ୧୩ ଏବଂ ୧୪ ତାରିଖ ଦୁଇ ଦିନ ଧରି ରାମନବମୀ ଅନୁଷ୍ଠିତ ହେବ । ତ୍ରେତୟା ଯ଼ୁଗରେ ଆଜିର ତିଥିରେ ଭଗବାନ ଶ୍ରୀରାମ ଧରାବତରଣ କରିଥିଲେ । ପୁତ୍ରକାମେଷ୍ଠି ଯ଼ଜ୍ଞ ପରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ହୋଇଥିବାରୁ ଆଜିର ଦିନରେ ଶ୍ରୀରାମ ନବମୀ ଭାବେ ପାଳନ କରାଯାଏ ।

Get real time updates directly on you device, subscribe now.

Comments
Loading...