News World Odisha
Current News Updates

‘ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କାଳିଆକୁ କେହି ବନ୍ଦ କରିପାରିବେନି’…

0 90

Get real time updates directly on you device, subscribe now.

ବରଗଡ଼ ଅତାବିରା ସଭାରେ ନବୀନ ଉଦବୋଧନରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ।

ସଂକ୍ଷେପରେ ଉଦବୋଧନ-

  • କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଏଥିରୁ ଉପକାର ପାଇଲେଣି, ହେଲେ ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଛି ।
  • ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କାଳିଆକୁ କେହି ବନ୍ଦ କରିପାରିବେନି ।
  • ବିଜେଡ଼ି ସରକାରକୁ ଆସିବା ପ୍ରଥମ ଦିନରେ ଚାଷୀଙ୍କୁ କାଳିଆ ଯୋଜନା ମାଧ୍ୟମରେ ୨ଟି କିସ୍ତିରେ ୧୦ହଜାର ଟଙ୍କା ମିଳିବ ।
  •  ବିଜେପି ଦୁଇ ଗୁଣା MSP ପାଇଁ କହିଥିଲା, ମାତ୍ର କିଛି ହେଲାନି ।
  •  ମୁଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି କଲି , କିନ୍ତୁ କିଛି ହେଲାନି ।
  • କେନ୍ଦ୍ରରେ ଦୁଇ ଦୁଇ ଜଣ ଓଡ଼ିଆ ମନ୍ତ୍ରୀ ଅଛନ୍ତି, ମାତ୍ର ସେମାନେ ବି ମୁହଁ ଖୋଲିଲେନି ।
  • କୋଶଳୀ ଭାଷାକୁ ମାନ୍ୟତା ଦେବା ପାଇଁ ମୁଁ ଦାବି କରିଥିଲି ।

Get real time updates directly on you device, subscribe now.

Comments
Loading...