News World Odisha
Current News Updates

ଝାରଖଣ୍ଡରେ ଏନକାଉଣ୍ଟର: ଜଣେ ଯବାନ ସହିଦ ୩ ମାଓବାଦୀ ମୃତ

0 99

Get real time updates directly on you device, subscribe now.

 ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିବା ଏନ୍‌କାଉଣ୍ଟରରେ ସୋମବାର ସକାଳେ ଜଣେ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିବା ବେଳେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏନ୍‌କାଉଣ୍ଟର ପରେ ୩ ମାଓବାଦୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏମାନଙ୍କ ନିକଟରୁ ଏକ ଏକେ-୪୭ ରାଇଫଲ, ୩ ମାଗାଜିନ୍‌ ଓ ୪ ପାଇପ୍‌ ବମ୍‌ ଜବତ କରାଯାଇଥିବା ସୂଚନା ମିଳିଛି। 

Get real time updates directly on you device, subscribe now.

Comments
Loading...