News World Odisha
Current News Updates

ରାଜଧାନୀରେ ବେଆଇନ ବନ୍ଧୁକ କାରଖାନା ଠାବ…

0 97

Get real time updates directly on you device, subscribe now.

ରାଜଧାନୀରେ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ଓୟୁଏଟି କ୍ୱାର୍ଟସରୁ ବନ୍ଧୁକ କାରଖାନା ଠାବ କରିଛି କମିଶନରେଟ ପୋଲିସ। ୩ଟି ଅର୍ଦ୍ଧ ନିର୍ମିତ ବନ୍ଧୁକ, ବିପୁଳ ବାରୁଦ ଜବତ କରାଯାଇଛି। ଜଣକୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ଅଟକ ବ୍ୟକ୍ତି OUAT କର୍ମଚାରୀ ନୃସିଂହ ନାୟକ। ଗତକାଲି ବନ୍ଧୁକ ତିଆରି ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଖବର ପାଇ ଚଢ଼ାଉ କରିଥିଲା ପୋଲିସ।

Get real time updates directly on you device, subscribe now.

Comments
Loading...