News World Odisha
Current News Updates

ଆଜି ମାରାଥନ ପ୍ରଚାରରେ ଯିବେ ନବୀନ ପଟ୍ଟନାୟକ…

0 66

Get real time updates directly on you device, subscribe now.

ଆଜି ପୁଣି ମାରାଥନ ପ୍ରଚାରରେ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବରଗଡ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ ନବୀନ ପଟ୍ଟନାୟକ । ସକାଳ ୧୦ଟା ୫୦ ମିନିଟରେ ପଦ୍ମପୁର ସତିଭଟା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ । ପରେ ପାଟଣାଗଡରେ ଆୟୋଜିତ ସଭାରେ ଯୋଗଦେଇ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଶେଷରେ କଣ୍ଟାବାଞ୍ଜି, ବଙ୍ଗମୁଣ୍ଡା, ହଲଦି, ଟିଟିଲାଗଡ, ବେଲଗାଁ, ସଇଁତଲା, ତୁସରାଛକ , ଦେଓଗାଁ, ବଲାଙ୍ଗିର, ଲୋଇସିଙ୍ଗାରେ ରୋଡ୍‌ ସୋ କରିବେ । ରୋଡ୍‌ ସୋ ପରେ ବରଗଡ ଡାକବଙ୍ଗଳାରେ ନବୀନଙ୍କ ରାତ୍ରୀଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.

Comments
Loading...