News World Odisha
Current News Updates

ଭାରତର ସୈନିକ କ୍ଷମତାର ବୃଦ୍ଧି କରିବ ନିର୍ଭୟ କ୍ଷେପଣାସ୍ତ୍ର

0 63

Get real time updates directly on you device, subscribe now.

ଦୂରଗାମୀ କ୍ଷେପଣାସ୍ତ୍ର ନିର୍ଭୟର ପରୀକ୍ଷଣ। ଏହି କ୍ଷେପଣାସ୍ତ୍ରର ସଫଳ ପରିକ୍ଷଣ ଦ୍ୱାରା ଭାରତକୁ ରକ୍ଷଣା କ୍ଷେତ୍ରରେ ମଜବୁତି ମିଳିଛି ।  ବାଲେଶ୍ବର ଚାନ୍ଦିପୁରସ୍ଥିତ ଆଇଟିଆରରୁ ନିର୍ଭୟର ପରୀକ୍ଷଣ କରାଯାଇଛି । ନିର୍ଭୟର ଲକ୍ଷ୍ୟଭେଦି କ୍ଷମତା ୧ହାଜର କିମିରୁ ଅଧିକ ରହିଛି  ଏହି କ୍ଷେପଣାସ୍ତ୍ର ଦ୍ୱାରା ଭାରତର ସୈନିକ କ୍ଷମତାର ମଧ୍ୟ ବୃଦ୍ଧି ଘଟିଛି । ୨୦୦ ରୁ ୩୦୦ କେଜି ପର୍ଯ୍ୟନ୍ତ ଯ଼ୁଦ୍ଧାସ୍ତ୍ର ପରିବହନ କରିପାରିବ ନିର୍ଭୟ ।

Get real time updates directly on you device, subscribe now.

Comments
Loading...