News World Odisha
Current News Updates

ରାହୁଲଙ୍କୁ ନୋଟିସ୍‌

0 96

Get real time updates directly on you device, subscribe now.

ରାଫେଲ ପ୍ରସଙ୍ଗରେ ରାହୁଲଙ୍କ ଚୌକିଦାର ଚୋର୍‌ ହୈ ବୟାନ । ଯାହାକୁ ନେଇ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ। ରାଫେଲ ମାମଲାରେ ସୁପ୍ରିମକୋର୍ଟର ନିର୍ଦ୍ଦେଶ ପରେ ମୋଦିଙ୍କୁ ଟାର୍ଗେଟ କରିଥିଲେ ରାହୁଲ। ସେ କହିଥିଲେ ସୁପ୍ରିମକୋର୍ଟ ବି ମାନିଛି, ଚୌକିଦାର ହିଁ ଚୋରି କରିଛି । ଏହି ବୟାନକୁ ନେଇ ରାହୁଲଙ୍କୁ ଜବାବ ତଲବ କରିଛନ୍ତି କୋର୍ଟ । ସୁପ୍ରିମକୋର୍ଟ ଏଭଳି କିଛି ମନ୍ତବ୍ୟ ରଖିନାହାନ୍ତି । ରାହୁଲ ଗାନ୍ଧିଙ୍କ ଏ ବୟାନ ପରେ ତାଙ୍କ ବିରୋଧରେ ମାନହାନି ମୋକଦ୍ଦମା କରିଥିଲେ ବିଜେପିର ମିନାକ୍ଷୀ ଲେଖୀ ।

Get real time updates directly on you device, subscribe now.

Comments
Loading...