News World Odisha
Current News Updates

ଏପ୍ରିଲ ୧୮ରୁ ଖରାଛୁଟି

0 325

Get real time updates directly on you device, subscribe now.

ଆସନ୍ତା ଏପ୍ରିଲ ୧୮ରୁ ଖରାଛୁଟି । ପ୍ରବଳ ଖରା ଯୋଗୁଁ ଆଗୁଆ ଖରାଛୁଟି ଘୋଷଣା କରାଯାଇଛି । ରାଜ୍ୟରେ ବଢୁଥିବା ତାତିକୁ ଆଖିଆଗରେ ରଖି ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଥିବା ଏସଆରସି ବିଷ୍ଣୁପଦ ସେଠୀଙ୍କ ସୂଚନା ଦେଇଛନ୍ତି । 

ଗତ କିଛି ଦିନ ହେଲା ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ପୂର୍ବରୁ ଖରାକୁ ନଜରରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଥିଲା।

Get real time updates directly on you device, subscribe now.

Comments
Loading...