News World Odisha
Current News Updates

ପଲିଟିକ୍ସରେ ପୁନମ: ହାତ ଧରିଲେ ସ୍ୱାମୀ, ସାଇକେଲ ଚଢ଼ିଲେ ସ୍ତ୍ରୀ

0 65

Get real time updates directly on you device, subscribe now.

ରାଜନୀତି ରୋଷେଇ ଘରେ ଏବେ ପରିବାରବାଦର ଛୁଙ୍କ । ଦିନକୁ ଦିନ ରୋମାଞ୍ଚକ ହେବାରେ ଲାଗିଛି ୧୯ ନିର୍ବାଚନ  । ନିର୍ବାଚନ ଯେତେ ପାଖଉଛି ଦଳ ଡିଆଁ ରୋଗ ସେତେ ସିଭିୟର ହେଉଛି  । ନିର୍ବାଚନୀ ନଈ ପାର ହେବାକୁ ନେତା ଦିନକୁ ଦିନ ଦଳ ବଦଳାଉଛନ୍ତି । ନେତାଙ୍କ ସବୁଦିନିଆ ହରକତରୁ ଏମିତି ମନେ ହେଉଛି କି ୧୯ ନିର୍ବାଚନ ପୂରା ଦେଶରେ ନୁହେଁ ବରଂ ପରିବାର ମଧ୍ୟରେ ହେଉଛି । କେଉଁଠି ପରିବାର ଏକ, ପ୍ରାର୍ଥୀ ଅନେକ ତ ଆଉ କେଉଁଠି ପରିବାର ଏକ ଦଳ ଅନେକ ।

ନିକଟରେ ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେବାପରେ ଏବେ ତାଙ୍କ ସ୍ତ୍ରୀ ରାଜନୀତିରେ ପାଦ ଦେଇଛନ୍ତି  । ସେ ମଧ୍ୟ ସମାଜ ବାଦ ପାର୍ଟିରେ ଯୋଗ ଦେଇଛନ୍ତି । କୁହାଯାଉଛି ସିହ୍ନାଙ୍କ ସ୍ତ୍ରୀ ପୁନମ ସିହ୍ନା ଲକ୍ଷ୍ନୌରୁ ରାଜନାଥ ସିଂହଙ୍କ ବିପକ୍ଷରେ ଲଢିବେ  ।

Get real time updates directly on you device, subscribe now.

Comments
Loading...