News World Odisha
Current News Updates

୨୦ ଗ୍ରାମ ବ୍ରାଉନସୁଗାର ଜବତ

0 62

Get real time updates directly on you device, subscribe now.

ଭୁବନେଶ୍ୱରୁ ପୁଣି ବ୍ରାଉନ୍‌ସୁଗର ଜବତ । ହଳଦୀପଡ଼ିଆ ବସ୍ତିରେ କଟକ ଫ୍ଲାଇଂ ସ୍କ୍ୱାଡ୍‌  ଟିମ୍‌ ଚଢ଼ାଉ କରି ୨୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଛି । ଚଢାଉ ବେଳେ ଜଣକୁ ଗିରଫ କରିଛି ଟିମ୍‌ । ଗିରଫ ଜଣକ ହେଲେ ଜଳେଶ୍ୱରର ମଧୁ ବେହେରା । ସେ ଜଳେଶ୍ବରରୁ  ବ୍ରାଉନ୍‌ସୁଗର ଆଣି ଭୁବନେଶ୍ୱରରେ ବେପାର କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments
Loading...