News World Odisha
Current News Updates

ଆଜି କେନ୍ଦୁଝର ଓ ମୟୁରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ

0 42

Get real time updates directly on you device, subscribe now.

ଆଜି କେନ୍ଦୁଝର ଲୋକସଭା କ୍ଷେତ୍ରରେ ତୋଫାନୀ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏପ୍ରିଲ ୨୩ରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର କରିବେ ନବୀନ । ଦିନ ୧୦ଟା ୧୫ରେ ମୟୂରଭଂଜ ଠାକୁରମୁଣ୍ଡା ପହଞ୍ଚିବା ପରେ ସେଠାରେ ଆୟୋଜିତ ସଭାରେ ଯୋଗଦେବେ ନବୀନ । ପରେ କେନ୍ଦୁଝରର ସାହାରପଡ଼ା, ପଦ୍ମପୁର, ତେଲକୋଇ, ମସିଣାବିଲ ଏବଂ ଛେନାପଦି ଠାରେ ଆୟୋଜିତ ସଭାରେ ଯୋଗ ଦେବେ ନବୀନ । ଏ ଅବସରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନବୀନ । ନବୀନଙ୍କ ଗସ୍ତକୁ କର୍ମୀଙ୍କ ମହଲରେ ଉତ୍ସାହିତ ଥିବାବେଳେ, ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.

Comments
Loading...