News World Odisha
Current News Updates

ଶକ୍ତି ବିଭାଗକୁ ଶକ୍ତ ଧକ୍କା ଦେଲା ‘ଫୋନି’

0 119

Get real time updates directly on you device, subscribe now.

ବାତ୍ୟା ଫୋନିର ପ୍ରଭାବରେ ରାଜ୍ୟର ଅଧା ଜିଲ୍ଲା ଛାରଖାର ହୋଇଛି । ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ଫୋନିର ପ୍ରକୋପ ଅଧିକ ଦେଖିବାକୁ ମିଳିଛି । ଏଯାଏଁ ସ୍ଥିତି ସ୍ବାଭାବିକ ହୋଇପାରିନି ।

ଆଉ ଏସବୁ ଭିତରେ ବାତ୍ୟା ଫୋନିରେ ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକ ରିପୋର୍ଟରୁ ଆକଳନ କରାଯାଇଛି ।

ସରକାରଙ୍କ ପକ୍ଷରୁ ଯେଉଁ ପ୍ରାଥମିକ ରିପୋର୍ଟ ପ୍ରକାଶ କରାଯାଇଛି ସେଥିରେ କେଉଁ ବିଭାଗର କେତେ ଟଙ୍କାର ସମ୍ପତି ନଷ୍ଟ ହୋଇଛି ତାହାର ରିପୋର୍ଟ ପ୍ରକାଶ କରାଯାଇଛି । ଦେଖନ୍ତୁ କ୍ଷୟକ୍ଷତିର ରିପୋର୍ଟ….

-ଶକ୍ତି ବିଭାଗର ସର୍ବାଧିକ କ୍ଷତି ୧୧୫୯ କୋଟି

-ପୂର୍ତ୍ତ ବିଭାଗର କ୍ଷତି ୫୭୯.୩୨ କୋଟି

-ପଞ୍ଚାୟତିରାଜ ଓ ପାନୀୟ ଜଳ-୫୮୭ କୋଟି

-ଜଙ୍ଗଲ ଓ ପରିବେଶ ବିଭାଗ-୫୩୭ କୋଟି

-ଗୃହ ଓ ସହରାଞ୍ଚଳ ବିକାଶ-୫୨୪ କୋଟି

-ଗ୍ରାମ୍ୟ ଉନ୍ନୟନ-୪୩୫ କୋଟି,ଜଳ ସମ୍ପଦ-୩୭୩.୦୧ କୋଟି

-ଶିଳ୍ପ-୧୫୨.୬୯ କୋଟି,କୃଷି-୧୦୨କୋଟି

Get real time updates directly on you device, subscribe now.

Comments
Loading...