News World Odisha
Current News Updates

ଗୌହାଟୀରେ ଗ୍ରେନେଡ଼ ମାଡ଼

0 68

Get real time updates directly on you device, subscribe now.

ଆସାମ  ଗୌହାଟୀ ସେଣ୍ଟ୍ରାଲ ଜୁ ନିକଟରେ ଗ୍ରେନେଡ ମାଡ଼ରେ ୬ ଜଣ ଗୁରୁତର ହୋଇଛନ୍ତି । ପୋଲିସ ଉପସ୍ଥିତିରେ ଗୁରୁତରଙ୍କୁ ଗୌହାଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଛାନଭିନ୍ନ ଆରମ୍ଭ କରିଛି । ଗ୍ରେନେଡ଼ ମାଡ଼ କିପରି ହେଲା ନେଇ କିଛି ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.

Comments
Loading...